অর্থ : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
উদাহরণ :
ଖରାରେ କୂଅର ଜଳ ସ୍ତର ଖସିଯାଏ
সমার্থক : ତଳ
অন্যান্য ভাষায় অনুবাদ :
অর্থ : ଲୁଗାଆଦି ଉପରେ କରାଯାଉଥିବା ଏକ ପ୍ରସ୍ତ
উদাহরণ :
ସେ ଲୁଗାଗୁଡ଼ିକୁ ଭାଙ୍ଗିକରି ସିନ୍ଦୁକରେ ରଖିଦେଲେ
অন্যান্য ভাষায় অনুবাদ :
অর্থ : କୌଣସି ସ୍ତର ଉପରେ ହୋଇଥିବା ଏକ ଅନ୍ୟ ସ୍ତର
উদাহরণ :
ଆଜି ଦୁଧ ଉପରେ ସରର ଏକ ମୋଟା ସ୍ତର ଜମାହୋଇଛି
অন্যান্য ভাষায় অনুবাদ :
A relatively thin sheetlike expanse or region lying over or under another.
layerঅর্থ : ପ୍ରବଳତା, ମାତ୍ରା, ଗୁଣା ଆଦିର ମାନଦଣ୍ଡ ସମ୍ପର୍କରେ ଏକ ସ୍ଥିତି
উদাহরণ :
ବିଶ୍ୱ ସ୍ତରରେ ଟେକନିକର ଉନ୍ନତି ବଡ଼ ଜୋରରେ ହେଉଛି
অন্যান্য ভাষায় অনুবাদ :