অর্থ : ଯେଉଁ କାମକୁ ସହଜ ଭାବରେ କରାଯାଇପାରିବ
উদাহরণ :
ଛୋଟଛୋଟ ଛୁଆମାନଙ୍କୁ ପଢ଼ାଇବା ସହଜ କାର୍ଯ୍ୟ ନୁହେଁ
সমার্থক : ସରଳ କର୍ମ, ସରଳ କାମ, ସରଳ କାର୍ଯ୍ୟ, ସହଜ କର୍ମ, ସହଜ କାମ, ସହଜ କାର୍ଯ୍ୟ, ସାଧନ କାର୍ଯ୍ୟ
অন্যান্য ভাষায় অনুবাদ :
Any undertaking that is easy to do.
Marketing this product will be no picnic.অর্থ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
উদাহরণ :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
সমার্থক : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସରଳ, ସହଜ, ସୁଗମ
অন্যান্য ভাষায় অনুবাদ :
Capable of being apprehended or understood.
apprehensible, graspable, intelligible, perceivable, understandableঅর্থ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
উদাহরণ :
ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
সমার্থক : ସରଳ, ସହଜ, ସୁଲଭ, ସ୍ୱଭାବିକ
অন্যান্য ভাষায় অনুবাদ :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.