অর্থ : ଏକ ଗୋଳ ଫଳ ଯାହାକୁ କାଟି ପାନ ଆଦିସହ ବା ଖାଲି ଖିଆଯାଏ
উদাহরণ :
ପୂଜାରେ ମଧ୍ୟ ଗୁଆର ଉପଯୋଗ ହୁଏ
অন্যান্য ভাষায় অনুবাদ :
অর্থ : ଅନ୍ୟଦ୍ବାରା କୌଣସି ଅପରାଧୀ, ବଦମାସ ଆଦିଙ୍କୁ ଅର୍ଥ ଦେଇ ନିଶ୍ଚିତ ରୂପେ କାହାରି କ୍ଷତି କରିବା ପାଇଁ (ବିଶେଷ କରି ହତ୍ୟା)କରାଯାଉଥିବା କାର୍ଯ୍ୟ
উদাহরণ :
କେହି କଣ ଦାଉଦର ସୁପାରୀ ନେଇପାରେ ?
অন্যান্য ভাষায় অনুবাদ :