অর্থ : ଯେଉଁଥିରେ ସୁଗନ୍ଧ ଅଛି
উদাহরণ :
ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ
সমার্থক : ସୁଗନ୍ଧପୂର୍ଣ୍ଣ, ସୁବାସିତ, ସୁରଭିତ
অন্যান্য ভাষায় অনুবাদ :
অর্থ : ଯେ ଗନ୍ଧ ସହ ଯୁକ୍ତ
উদাহরণ :
ମୋ ବଗିଚାରେ ଅନେକ ପ୍ରକାର ସୁଗନ୍ଧିତ ଫୁଲର ଗଛ ଅଛି
সমার্থক : ଗନ୍ଧଯୁକ୍ତ, ବାସଯୁକ୍ତ, ବାସ୍ନାଯୁକ୍ତ
অন্যান্য ভাষায় অনুবাদ :
অর্থ : ସୁଗନ୍ଧିତ କରାଯାଇଥିବା
উদাহরণ :
ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି
সমার্থক : ସୁବାସିତ
অন্যান্য ভাষায় অনুবাদ :
অর্থ : ମାଟି ଉପରେ ବର୍ଷାର ପ୍ରଥମ ପାଣି ପଡ଼ିବା ବା ଭଜା ହୋଇଥିବା ବୁଟ,ବେସନ ଆଦିରୁ ବାହାରୁଥିବା(ସୁଗନ୍ଧ)
উদাহরণ :
ବାସନ ପାଖରେ ପହଞ୍ଚିଲା ବେଳକୁ ସୁଗନ୍ଧିତ ମହକ ଆସିବାକୁ ଲାଗିଲା
অন্যান্য ভাষায় অনুবাদ :