অর্থ : ପାକିସ୍ତାନର ଏକ ପ୍ରାନ୍ତ
উদাহরণ :
ଏହି ପୁସ୍ତକ ସିନ୍ଧୁର ପ୍ରାଚୀନ ଇତିହାସକୁ ପ୍ରକଟ କରୁଛି
অন্যান্য ভাষায় অনুবাদ :
অর্থ : ଏକ ଛୋଟ ଉପନଦୀ
উদাহরণ :
ସିନ୍ଧୁ ନଦୀ ଯମୁନାରେ ମିଶିଛି
সমার্থক : ସିଂଧୁ, ସିଂଧୁ ନଦୀ, ସିନ୍ଧୁ ନଦୀ
অন্যান্য ভাষায় অনুবাদ :
অর্থ : ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି
উদাহরণ :
ସମୁଦ୍ର ରତ୍ନର ଖଣି ବାନରସେନା ସହାୟତାରେ ରାମ ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିଲେ
সমার্থক : ଜଳଧି, ପୟୋଧି, ପୟୋନିଧି, ରତ୍ନାକର, ସମୁଦ୍ର, ସାଗର
অন্যান্য ভাষায় অনুবাদ :
खारे पानी की वह विशाल राशि जो चारों ओर से पृथ्वी के स्थल भाग से घिरी हुई हो।
समुद्र रत्नों की खान है।A division of an ocean or a large body of salt water partially enclosed by land.
seaঅর্থ : ଜଣେ ଗନ୍ଧର୍ବ
উদাহরণ :
ସିନ୍ଧୁ ଗନ୍ଧର୍ବଙ୍କ ଜଣେ ରାଜା ଥିଲେ
সমার্থক : ସିଂଧୁ
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ପଞ୍ଜାବର ପଶ୍ଚିମ ଅଂଶରେ ଥିବା ଏକ ନଦୀ
উদাহরণ :
ସିନ୍ଧୁ ନଦୀ ପଞ୍ଜାବ ନିମନ୍ତେ ଏକ ବରଦାନ ବୋଲି ପ୍ରମାଣିତ ହୋଇଛି
সমার্থক : ସିଂଧୁ, ସିଂଧୁ ନଦୀ, ସିନ୍ଧୁ ନଦୀ
অন্যান্য ভাষায় অনুবাদ :
An Asian river that rises in Tibet and flows through northern India and then southwest through Kashmir and Pakistan to the Arabian Sea.
The valley of the Indus was the site of an early civilization.অর্থ : ସମ୍ପୂର୍ଣ୍ଣ ଜାତିର ଏକ ରାଗ
উদাহরণ :
ସଙ୍ଗୀତଜ୍ଞ ସିନ୍ଧୁ ରାଗ ଗାଉଛନ୍ତି
সমার্থক : ସିଂଧୁ, ସିଂଧୁ ରାଗ, ସିନ୍ଧୁ ରାଗ
অন্যান্য ভাষায় অনুবাদ :