অর্থ : ସମାନତାବାଦର ବା ସମତାବାଦର ସମର୍ଥକ
উদাহরণ :
ନିଜକୁ ସାମ୍ୟବାଦୀ ଦାବୀ କରୁଥିବା ଶେଠ୍ ଜଣକ କୋଟି କୋଟି ଟଙ୍କାର ମାଲିକ
সমার্থক : ସମତାବାଦୀ, ସମାନତାବାଦୀ
অন্যান্য ভাষায় অনুবাদ :
অর্থ : ଯେ ସାମ୍ୟବାଦକୁ ମାନେ
উদাহরণ :
ସମାଜବାଦୀମାନେ ସମାଜକୁ ଏକ ନୂଆ ଦିଗ ଦେଖାଇବାକୁ ଚେଷ୍ଟାକରିଥିଲେ
সমার্থক : କମ୍ୟୁନିଷ୍ଟ, ସମାଜବାଦୀ
অন্যান্য ভাষায় অনুবাদ :
वह जो साम्यवाद को मानता हो।
साम्यवादियों ने समाज को एक नई दिशा देने का प्रयास किया।অর্থ : ସାମ୍ୟବାଦର ବା ତା ସହିତ ସମ୍ବନ୍ଧିତ
উদাহরণ :
କେତେ ବଡ଼ ବଡ଼ ନେତା ବି ସାମ୍ୟବାଦୀ ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇଛନ୍ତି
সমার্থক : କମ୍ୟୁନିଷ୍ଟ
অন্যান্য ভাষায় অনুবাদ :
साम्यवाद का या उससे संबंधित।
कई बड़े-बड़े नेता भी साम्यवादी विचारधारा से प्रभावित हुए।Relating to or marked by communism.
Communist Party.অর্থ : ସାମ୍ୟବାଦକୁ ମାନୁଥିବା ବ୍ୟକ୍ତି
উদাহরণ :
ଆଜିବି ସମାଜରେ ସାମ୍ୟବାଦୀ ବ୍ୟକ୍ତି ମାନେ କମ୍ ନାହାନ୍ତି
সমার্থক : କମ୍ୟୁନିଷ୍ଟ
অন্যান্য ভাষায় অনুবাদ :