অর্থ : କିଛି କରି ପାରିବାର କ୍ଷମତା
উদাহরণ :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
অন্যান্য ভাষায় অনুবাদ :
The quality of being capable -- physically or intellectually or legally.
He worked to the limits of his capability.অর্থ : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ
উদাহরণ :
ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ
সমার্থক : ଶକ୍ତି
অন্যান্য ভাষায় অনুবাদ :
An area in which something acts or operates or has power or control:.
The range of a supersonic jet.অর্থ : ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ କରାଯାଇଥିବା କୌଣସି କଠିନ ବା ବଡକାମ
উদাহরণ :
ପିଲାଙ୍କୁ ସେମାନଙ୍କର ଦକ୍ଷତା ପାଇଁ ପୁରସ୍କାର ଦେବା ଉଚିତ
সমার্থক : ଦକ୍ଷତା, ନିପୁଣତା, ପଟୁତା
অন্যান্য ভাষায় অনুবাদ :
बहुत अच्छी तरह से पूरा किया हुआ कोई कठिन या बड़ा काम।
बच्चों को उनकी कारगुज़ारियों के लिए इनाम देना चाहिए।অর্থ : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
উদাহরণ :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
সমার্থক : ଉପଯୁକ୍ତତା, କ୍ଷମତା, ପରଖ, ଯୋଗ୍ୟତା
অন্যান্য ভাষায় অনুবাদ :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.