অর্থ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା
উদাহরণ :
ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି
সমার্থক : ଅନୁରୂପତା, ସମତା, ସମତୁଲ୍ୟତା, ସମରୂପତା, ସମାନତା, ସାଦୃଶ୍ୟତା
অন্যান্য ভাষায় অনুবাদ :
The quality of being similar or comparable in kind or nature.
There is a remarkable homogeneity between the two companies.অর্থ : ଲକ୍ଷଣାର୍ଥଦ୍ୱାରା କାହାରି ଯୋଗ୍ୟତାର ତୁଳନାରେ ବହୁତ କମ ହେବାର ଅବସ୍ଥା ବା ଭାବ
উদাহরণ :
ଆଜିପର୍ଯ୍ୟନ୍ତ ମୁଁ ଯେତେସବୁ ମନ୍ଦିର ଦେଖିଛି କୌଣସି ମନ୍ଦିର ଏହି ମନ୍ଦିରର ପାସଙ୍ଗରେ ଆସିବ ନାହିଁ
অন্যান্য ভাষায় অনুবাদ :
অর্থ : ଅନୁରୂପ ବା ରଙ୍ଗ ଆଦି ଦୃଷ୍ଟିକୋଣରୁ ଏକଭଳି ହୋଇଥିବା
উদাহরণ :
ଆମକୁ ଏହି ଶାଢ଼ୀର ଗୋଟିଏ ମ୍ୟାଚିଙ୍ଗ୍ ବ୍ଲାଉଜ ବି ଦରକାର
সমার্থক : ଅନୁରୂପ, ମ୍ୟାଚିଙ୍ଗ୍
অন্যান্য ভাষায় অনুবাদ :
Intentionally matched.
Curtains and walls were color coordinated.