অর্থ : ଯେ କୌଣସି ଘଟଣା ନିଜ ଆଖିରେ ଦେଖିଛି
উদাহরণ :
ପୋଲିସ୍ ଏହି ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଅଛି
সমার্থক : ପ୍ରତ୍ୟକ୍ଷଦର୍ଶୀ
অন্যান্য ভাষায় অনুবাদ :
वह जिसने कोई घटना अपनी आँखों से देखी हो।
पुलिस इस हत्या के सिलसिले में प्रत्यक्षदर्शियों से पूछताछ कर रही है।অর্থ : କୌଣସି କଥା ସିଦ୍ଧ ହେବାପାଇଁ ବ୍ୟବହୃତ କଥନ ବା ତତ୍ତ୍ୱ
উদাহরণ :
ପ୍ରମାଣ ନ ମିଳିବା କାରଣରୁ ଅପରାଧୀ ମୁକ୍ତ ହୋଇଗଲା
সমার্থক : ପ୍ରମାଣ
অন্যান্য ভাষায় অনুবাদ :
Any factual evidence that helps to establish the truth of something.
If you have any proof for what you say, now is the time to produce it.অর্থ : ଯେ କୌଣସି ବିବାଦ ବିଷୟରେ ନିଜର ମତାମତ ପୋଷଣ କରନ୍ତି
উদাহরণ :
ଏହି ମାମଲାରେ ପ୍ରତିବାଦୀ ମିଥ୍ୟା ସାକ୍ଷୀଙ୍କୁ ହାଜର କରାଇଲେ
অন্যান্য ভাষায় অনুবাদ :
(law) a person who testifies under oath in a court of law.
witness