অর্থ : କାହା ସହିତ ଦେଖା କରିବା ବା ଭେଟିବା
উদাহরণ :
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
সমার্থক : ଦେଖାକରିବା, ଭେଟିବା, ମିଶିବା
অন্যান্য ভাষায় অনুবাদ :
किसी से मिलना या भेंट करना।
उसने शहर में अपने संबंधियों से भेंट की।অর্থ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
উদাহরণ :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
সমার্থক : ଏକତ୍ର ହେବା, ଦେଖାହେବା, ଭେଟିବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା
অন্যান্য ভাষায় অনুবাদ :