অর্থ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
উদাহরণ :
ସେ ମାଟିର ମୂର୍ତ୍ତି ତିଆରି କରୁଛି
সমার্থক : ଆକାର ଦେବା, ଗଢ଼ିବା, ତିଆରି କରିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା
অন্যান্য ভাষায় অনুবাদ :
অর্থ : ରଚନା କରିବା ବା ପ୍ରସ୍ତୁତ କରିବା
উদাহরণ :
ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
সমার্থক : ପ୍ରସ୍ତୁତ କରିବା, ରଚନା କରିବା, ସୃଜନ କରିବା, ସୃଷ୍ଟି କରିବା
অন্যান্য ভাষায় অনুবাদ :
रच या बनाकर तैयार करना।
मैंने आज एक नई कविता की सृष्टि की।Bring into existence.
The company was created 25 years ago.