অর্থ : ହୋସିଆର ବା ସାବଧାନ ରହିବା
উদাহরণ :
ଜଙ୍ଗଲରେ ଯାଉଥିବା ସମୟରେ ତୁମେ ଜଙ୍ଗଲୀ ପଶୁମାନଙ୍କଠାରୁ ଜଗିକି ରହିବ
সমার্থক : ଜଗିକି ରହିବା, ସମ୍ଭାଳିକି ରହିବା
অন্যান্য ভাষায় অনুবাদ :
होशियार या सावधान होना।
मैं आपको चेतावनी देता हूँ अब आप सावधान हो जाइए।অর্থ : କାହାର ଆଶ୍ରୟରେ ଅଟକି ରହିବା
উদাহরণ :
ଏହି ଖମ୍ବ ସହାୟତାରେ ଏହି ଛାତ ସମ୍ଭାଳି ରହିଛି
সমার্থক : ଆଶ୍ରୟ ନେବା, ସମ୍ଭାଳି ରହିବା
অন্যান্য ভাষায় অনুবাদ :