অর্থ : ଶେଷ କରିବା ବା ରହିବାକୁ ନ ଦେବା
উদাহরণ :
ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା ସେ ଚୁକ୍ତି ଭଙ୍ଗ କଲା
সমার্থক : ତୁଟାଇବା, ଭଙ୍ଗ କରିବା, ଶେଷ କରିବା
অন্যান্য ভাষায় অনুবাদ :
खत्म करना या न रहने देना।
उसने राम से अपने रिश्ते तोड़ लिए।অর্থ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
উদাহরণ :
ପ୍ରଥମେ ଏହି କାମ ଶେଷ କର
সমার্থক : ପୂରା କରିବା, ପୂର୍ଣ୍ଣକରିବା, ଶେଷ କରିବା
অন্যান্য ভাষায় অনুবাদ :
किसी काम या वस्तु आदि का अंत करना।
पहले यह काम खत्म करो।অর্থ : କୌଣସି କାମରେ ବାକି ନ ରହିବା
উদাহরণ :
ଆପଣ କଣ ଖାଇବା ସାରିଲେଣି?
অন্যান্য ভাষায় অনুবাদ :