অর্থ : କୌଣସି ସମସ୍ୟା ଆଦିର ସମାଧାନ କରିବା
উদাহরণ :
ମୁଁ ମୋ ସମସ୍ୟାର ସମାଧାନ କରୁଛି
সমার্থক : ନିରାକରଣ କରିବା, ପ୍ରତିକାର କରିବା, ମୀମାଂସା କରିବା
অন্যান্য ভাষায় অনুবাদ :
Find the solution to (a problem or question) or understand the meaning of.
Did you solve the problem?.অর্থ : ନିର୍ଣ୍ଣିତ ବା ମୀମାଂସିତ ହେବା
উদাহরণ :
ସରକାରୀ ମାମଲାରଗୁଡ଼ିକ ବଡ଼ ମୁସ୍କିଲରେ ସମାଧାନ ହୁଏ
সমার্থক : ନିର୍ଣ୍ଣିତ ହେବା, ମୀମାଂସିତ ହେବା, ସମାଧାନ ହେବା
অন্যান্য ভাষায় অনুবাদ :
অর্থ : କୌଣସି କଥାକୁ ସ୍ଥିର ବା ନିର୍ଣ୍ଣୟ କରିବା
উদাহরণ :
ଜେଜେ ଗଣ୍ଡଗୋଳର ମୀମାଂସା କରୁଛନ୍ତି
সমার্থক : ବୁଝାଶୁଝା କରିବା, ମୀମାଂସା କରିବା
অন্যান্য ভাষায় অনুবাদ :
किसी बात आदि को तय करना या उसका निर्णय करना।
दादाजी झगड़ा निपटा रहे हैं।