অর্থ : ଜଣ ସାଧାରଣଙ୍କ ହିତ ଅଥବା ଉପକାରପାଇଁ ସେବାମୂଳକଭାବେ କରାଯାଉଥିବା କାମ
উদাহরণ :
ମଦର ଟେରେସା ତାଙ୍କ ସାରା ଜୀବନ ମାନବସେବାରେ ବିତେଇଲେ
সমার্থক : ଜନସେବା, ମାନବସେବା, ଲୋକସେବା
অন্যান্য ভাষায় অনুবাদ :
An organized activity to improve the condition of disadvantaged people in society.
social service, welfare workঅর্থ : ରାଜ୍ୟର ସେବା ବା ଚାକିରୀ ଯାହା ବସ୍ତୁତଃ ଜନସାଧାରଣଙ୍କ ହିତପାଇଁ ହୋଇଥାଏ
উদাহরণ :
ପୋଲିସ, ନ୍ୟାୟାଧୀଶ ଆଦିଙ୍କୁ ଲୋକସେବାପାଇଁ ନିଯୁକ୍ତ କରାଯାଏ
সমার্থক : ଜନସେବା, ମାନବସେବା, ଲୋକସେବା
অন্যান্য ভাষায় অনুবাদ :
Employment within a government system (especially in the civil service).
public serviceঅর্থ : ସମାଜରେ କରାଯାଉଥିବା ସେବା
উদাহরণ :
ସମାଜ ସେବା କରୁଥିବା ଲୋକମାନଙ୍କ ପ୍ରତି ମୋର ହାର୍ଦିକ ଶ୍ରଦ୍ଧା ରହିଛି
সমার্থক : ସମାଜ ସେବା
অন্যান্য ভাষায় অনুবাদ :
An organized activity to improve the condition of disadvantaged people in society.
social service, welfare work