অর্থ : ଭିନ୍ନତ୍ୱର ଅଭାବ
উদাহরণ :
ଅଭିନ୍ନତ୍ୱ କାରଣରୁ ଯାଆଁଳା ଭଉଣୀଙ୍କୁ ଚିହ୍ନିବା କଷ୍ଟକର
সমার্থক : ଅଭିନ୍ନତା, ଅଭିନ୍ନତ୍ୱ, ଏକରୂପତା
অন্যান্য ভাষায় অনুবাদ :
The quality of lacking diversity or variation (even to the point of boredom).
uniformity, uniformnessঅর্থ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା
উদাহরণ :
ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି
সমার্থক : ଅନୁରୂପତା, ସମତା, ସମତୁଲ୍ୟତା, ସମାନତା, ସାଦୃଶ୍ୟ, ସାଦୃଶ୍ୟତା
অন্যান্য ভাষায় অনুবাদ :
The quality of being similar or comparable in kind or nature.
There is a remarkable homogeneity between the two companies.