অর্থ : ସଫାସୁତୁରା କରିବା
উদাহরণ :
ପାଣିରେ ଫିଟିକିରି ପକାଇ ତାକୁ ପରିଷ୍କାର କରାଯାଏ
সমার্থক : ନିର୍ମଳ କରିବା, ପରିଷ୍କାର କରିବା, ସ୍ୱଚ୍ଛ କରିବା
অন্যান্য ভাষায় অনুবাদ :
অর্থ : ଚାଞ୍ଛିବା ଯନ୍ତ୍ର ସାହାଯ୍ୟରେ ସଫା କରିବା
উদাহরণ :
କୃଷକ ପିଆଜ କ୍ଷେତକୁ ସଫା କରୁଛନ୍ତି
অন্যান্য ভাষায় অনুবাদ :
खुरपी की सहायता से निराई करना।
किसान प्याज के खेत को खुरपिआ रहा है।