অর্থ : ହିନ୍ଦୁମାନଙ୍କର ଚାରି ଆଶ୍ରମ ମଧ୍ୟରୁ ଶେଷଟି ଯେଉଁଥିରେ ତ୍ୟାଗୀ ଓ ବିରାଗୀ ହୋଇ ସବୁ କାମ ନିଷ୍କାମ ଭାବେ କରାଯାଏ
উদাহরণ :
ପ୍ରାଚୀନ କାଳରେ ଲୋକେ ବାନପ୍ରସ୍ଥପରେ ନିଜର ସବୁ ଦାୟିତ୍ୱ ପିଲାମାନଙ୍କ ଉପରେ ଛାଡ଼ିଦେଇ ସନ୍ୟାସ ଗ୍ରହଣ କରୁଥିଲେ
সমার্থক : ସନ୍ୟାସାଶ୍ରମ
অন্যান্য ভাষায় অনুবাদ :
हिंदुओं के चार आश्रमों में से अंतिम,जिसमें त्यागी और विरक्त होकर सब कार्य निष्काम भाव से किए जाते हैं।
प्राचीन काल में लोग वानप्रस्थ के बाद अपनी ज़िम्मेदारी बच्चों को सौंप कर संन्यास ले लेते थे।অর্থ : କିଛି ଖେଳ ଆଦିରେ ବା କୌଣସି କର୍ମରେ ସବୁ ସମୟରେ ଦୂରେଇ ଯିବାର କ୍ରିୟା
উদাহরণ :
ହୋଇପାରେ ସଚିନ୍ ବିଶ୍ବକପ୍ ପରେ କ୍ରିକେଟରୁ ସନ୍ୟାସ ନେଇପାରନ୍ତି
অন্যান্য ভাষায় অনুবাদ :
The state of being retired from one's business or occupation.
retirement