অর্থ : କୋଡ଼ିଏ ଆଉ ସାତ ମିଶି ହେଉଥିବା ସଂଖ୍ୟା
উদাহরণ :
ନଅକୁ ତିନିରେ ଗୁଣିଲେ ସତେଇଶ ହୁଏ
সমার্থক : ୨୭
অন্যান্য ভাষায় অনুবাদ :
অর্থ : କୌଣସି ଇଂରେଜୀ ମାସର ସପ୍ତବିଂଶତିତମ ଦିନ ପଡ଼ୁଥିବା ତାରିଖ
উদাহরণ :
ସତେଇଶ ତାରିଖରେ ମୁଁ ଦିଲ୍ଲୀ ଯାଉଛି
সমার্থক : ସତେଇଶ ତାରିଖ