অর্থ : ଅପରାଧୀକୁ ତାହାର ଅପରାଧର ଫଳସ୍ୱରୂପ କଷ୍ଟ,ଆର୍ଥିକ କ୍ଷତି ଆଦି ପହଞ୍ଚାଇବା ବା ବିଧାନ କରିବା
উদাহরণ :
ହତ୍ୟା ଅପରାଧରେ ନ୍ୟାୟାଧୀଶ ଶ୍ୟାମକୁ ଆଜୀବନ କାରାବାସ ଦଣ୍ଡଦେଲେ
সমার্থক : ଦଣ୍ଡଦେବା, ଦଣ୍ଡିତ କରିବା, ଶାସ୍ତି ଦେବା, ସଜାଦେବା
অন্যান্য ভাষায় অনুবাদ :
अपराधी को उसके अपराध के फलस्वरूप पीड़ा, आर्थिक हानि आदि पहुँचाना या नियत करना।
हत्या के अपराध में न्यायाधीश ने श्याम को आजीवन कारावास का दंड दिया।