অর্থ : କୌଣସି ବିଭାଗ, ସଂଗଠନ ଆଦିର ଅଧିକାରୀ ଯାହାଙ୍କ ପରାମର୍ଶରେ ସବୁ କାର୍ଯ୍ୟ ହୁଏ
উদাহরণ :
ତାଙ୍କ ବାପା ମନ୍ତ୍ରଣାଳୟରେ ସଚିବ ଅଛନ୍ତି
অন্যান্য ভাষায় অনুবাদ :
A person who is head of an administrative department of government.
secretaryঅর্থ : ଯେଉଁ ସହାୟକ ମାଲିକ କିମ୍ବା କୌଣସି ସଂସ୍ଥାପାଇଁ ପତ୍ରବ୍ୟବହାର ଓ ଲେଖାଲେଖି କାମ କରେ
উদাহরণ :
ମୋହନକୁ ଏହି ସରକାରୀ ସମିତିର ସଚିବ କରାଯାଇଛି
সমার্থক : ସେକ୍ରେଟେରୀ
অন্যান্য ভাষায় অনুবাদ :
An assistant who handles correspondence and clerical work for a boss or an organization.
secretarial assistant, secretary