অর্থ : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
উদাহরণ :
ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
অন্যান্য ভাষায় অনুবাদ :
অর্থ : ଏକା ସାଙ୍ଗରେ ରହିବା ପ୍ରକ୍ରିୟା
উদাহরণ :
ଖରାପ ଲୋକଙ୍କ ସଂଗତି ଯୋଗୁଁ ରାମ ଖରାପ ହୋଇଗଲା
অন্যান্য ভাষায় অনুবাদ :
The state of being with someone.
He missed their company.অর্থ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
উদাহরণ :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
সমার্থক : ଉଚିତ, ଉପଯୁକ୍ତ, ଠିକ୍, ଯଥାର୍ଥ, ଯଥୋଚିତ, ୱାଜିବ
অন্যান্য ভাষায় অনুবাদ :
Suitable for a particular person or place or condition etc.
A book not appropriate for children.