অর্থ : ଭିନ୍ନ-ଭିନ୍ନ ଜାତିର ବା ବର୍ଗର ଜନ୍ତୁ ବା ବୃକ୍ଷମାନଙ୍କର ସଂସର୍ଗ କରାଇଲେ ଯେଉଁ ଉନ୍ନତ ପ୍ରକାର ଜାତି ବା ବର୍ଗର ସୃଷ୍ଟି ହୁଏ
উদাহরণ :
କୃଷି ବୈଜ୍ଞାନିକ କୃଷକମାନଙ୍କୁ ସଙ୍କର ବିହନ ଦେଉଛନ୍ତି
সমার্থক : ସଂକର
অন্যান্য ভাষায় অনুবাদ :
অর্থ : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
উদাহরণ :
ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
সমার্থক : ଜାରଜ, ବର୍ଣ୍ଣସଙ୍କର, ହାରମଜାଦା, ହାରାମୀ
অন্যান্য ভাষায় অনুবাদ :