সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ପ୍ରସ୍ତାବରେ କିଛି ସୁଧାରିବା ବା କମେଇବା-ବଢ଼େଇବା ପ୍ରକ୍ରିୟା
উদাহরণ : କିଛି ନେତା ସଂବିଧାନ ସଂଶୋଧନ ସପକ୍ଷରେ ଅଛନ୍ତି
অন্যান্য ভাষায় অনুবাদ :हिन्दी English
प्रस्ताव आदि में कुछ सुधार करने या घटाने-बढ़ाने की क्रिया।
The act of amending or correcting.
অর্থ : ଦୋଷ ବା ତ୍ରୁଟିଗୁଡ଼ିକୁ ଦୂରକରି ଠିକ କରିବା ପ୍ରକ୍ରିୟା
উদাহরণ : ପାଣିନି ଦେବଭାଷାକୁ ସଂଶୋଧନ କରି ସଂସ୍କୃତରୂପ ପ୍ରଦାନ କରିଥିଲେ
সমার্থক : ପରିମାର୍ଜନ, ପରିଶୋଧନ, ଶୋଧନ
तेल, शक्कर, धातु आदि की अशुद्धियों को दूर करके ठीक करने की प्रक्रिया।
The act of offering an improvement to replace a mistake. Setting right.
অর্থ : ଭୁଲ୍, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍ କାମ କରିବାର କ୍ରିୟା
উদাহরণ : ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
সমার্থক : ତ୍ରୁଟିଶୂନ୍ୟ, ପରିବର୍ତ୍ତନ
किसी लेख, काव्य आदि की भूल, दोष आदि दूर करके शुद्ध या ठीक करने की क्रिया।
ইনস্টল