অর্থ : ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି
উদাহরণ :
କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି
সমার্থক : ସଂଯୋଜକ କର୍ତ୍ତା, ସଂଯୋଜନ କର୍ତ୍ତା
অন্যান্য ভাষায় অনুবাদ :
सभा-समिति आदि का वह सदस्य जो उसकी बैठकें बुलाता है।
कुछ ज़रूरी कारणवश संयोजक ने आज की सभा बुलाई।The member of a group whose duty it is to convene meetings.
convenerঅর্থ : ଯେ ଯୋଡ଼େ ବା ମିଶାଇଥାଏ
উদাহরণ :
ଏହି ଦୁଇଟି ସହର ମଧ୍ୟରେ ଏହି ପୋଲ ଏକ ସଂଯୋଜକ
অন্যান্য ভাষায় অনুবাদ :
An instrumentality that connects.
He soldered the connection.অর্থ : ବ୍ୟାକରଣରେ ଏହି ଶବ୍ଦ ଯାହା ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିବାପାଇଁ ବ୍ୟବହାର କରାଯାଇଥାଏ
উদাহরণ :
ତଥା ଏବଂ ଆଦି ସଂଯୋଜକ ପଦ
সমার্থক : ସଂଯୋଜକ ଶବ୍ଦ
অন্যান্য ভাষায় অনুবাদ :
व्याकरण में वह शब्द जो दो शब्दों अथवा वाक्यों के बीच में उन्हें जोड़ने के लिए आता है।
तथा, और आदि संयोजक हैं।An uninflected function word that serves to conjoin words or phrases or clauses or sentences.
conjunction, conjunctive, connective, continuative