অর্থ : କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
উদাহরণ :
ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
অন্যান্য ভাষায় অনুবাদ :
A communication (usually brief) that is written or spoken or signaled.
He sent a three-word message.অর্থ : ଚେତାଇବା କିମ୍ବା ସାବଧାନ କରିବାପାଇଁ କାହାକୁ ଜଣାଇବା ବିଷୟ
উদাহরণ :
ଆଜି ପାଣିପାଗ ବିଭାଗ ମାଛଧରାଳୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଚେତାବନୀ ଦେଇଛନ୍ତି
সমার্থক : ଚେତାବନୀ
অন্যান্য ভাষায় অনুবাদ :