অর্থ : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
উদাহরণ :
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
সমার্থক : ଗଡ଼ିବା
অন্যান্য ভাষায় অনুবাদ :
অর্থ : ଶୋଇକରି ଶରୀର ଏବଂ ମସ୍ତିସ୍କକୁ ବିଶ୍ରାମ ଦେଉଥିବା ନିଦ୍ରିତ ଅବସ୍ଥାରେ ରହିବା
উদাহরণ :
ହାଲିଆ ହୋଇଥିବାରୁ ସେ ଆଜି ଜଲ୍ଦି ଶୋଇପଡ଼ିଲେ
সমার্থক : ନିଦ୍ରାଯିବା, ଶୟନ କରିବା
অন্যান্য ভাষায় অনুবাদ :