অর্থ : ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ
উদাহরণ :
ଆକାଶରେ କଳା ବାଦଲ ଘେରି ରହିଛି ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ
সমার্থক : ଅମ୍ବର, ଆକାଶ, ଖଗୋଳ, ଗଗନ, ଦ୍ୟୋ, ନଭ, ବ୍ୟୋମ, ମହାଶୂନ୍ୟ
অন্যান্য ভাষায় অনুবাদ :
खुले स्थान में ऊपर की ओर दिखाई देने वाला खाली स्थान।
आकाश में काले बादल छाये हुए हैं।The atmosphere and outer space as viewed from the earth.
skyঅর্থ : କ୍ରିକେଟ୍ ଖେଳରେ ଜଣେ ବ୍ୟାଟ୍ସ୍ ମ୍ୟାନ୍ କୌଣସି ରନ୍ ନକରି ପାଇଥିବା ସ୍କୋର୍
উদাহরণ :
ଏହି ଇନିଂସରେ ତାକୁ ଶୂନ୍ୟ ରନ୍ ମିଳିଲା
সমার্থক : ଡକ୍
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ,ଗୁଣ ଆଦିରେ ଶୂନ୍ୟ ବା ହୀନ
উদাহরণ :
ବର୍ଷା ଅଭାବରୁ ଏହି ପୋଖରୀ ଜଳ ବିହୀନ ହୋଇଯାଇଛି
অন্যান্য ভাষায় অনুবাদ :
অর্থ : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
উদাহরণ :
ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ
অন্যান্য ভাষায় অনুবাদ :
Holding or containing nothing.
An empty glass.