অর্থ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
উদাহরণ :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
সমার্থক : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ବଢ଼ିଆ
অন্যান্য ভাষায় অনুবাদ :
Free of extraneous elements of any kind.
Pure air and water.অর্থ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
উদাহরণ :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
সমার্থক : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଭଲ
অন্যান্য ভাষায় অনুবাদ :
Free of extraneous elements of any kind.
Pure air and water.অর্থ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
উদাহরণ :
ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
সমার্থক : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ
অন্যান্য ভাষায় অনুবাদ :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।