অর্থ : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
উদাহরণ :
ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
সমার্থক : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବିଶ୍ୱନାଥ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁନାଥ, ଶିବ, ହର
অন্যান্য ভাষায় অনুবাদ :
एक सृष्टिनाशक हिन्दू देवता।
शंकर की पूजा लिंग के रूप में प्रचलित है।অর্থ : ଗୋଟିଏ ବର୍ଣ୍ଣବୃତ୍ତ
উদাহরণ :
ଶଂଭୁର ପ୍ରତ୍ୟେକ ପାଦରେ ସଗଣ, ତଗଣ,ୟଗଣ, ଭଗଣ ,ଦୁଇଟି ମଗଣ ଏବଂ ଗୋଟିଏ ଗୁରୁ ଥାଏ
সমার্থক : ଶଂଭୁ
অন্যান্য ভাষায় অনুবাদ :