অর্থ : ଭାରତର ଅରୁଣାଚଳ ପ୍ରଦେଶର ଏକ ଜିଲ୍ଲା
উদাহরণ :
ଲୋହିତ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ତେଜୂ ସହରରେ ଅବସ୍ଥିତ
সমার্থক : ଲୋହିତ ଜିଲ୍ଲା
অন্যান্য ভাষায় অনুবাদ :
भारत के अरुणाचल प्रदेश राज्य का एक जिला।
लोहित जिले का मुख्यालय तेजू शहर में है।A region marked off for administrative or other purposes.
district, dominion, territorial dominion, territoryঅর্থ : ଅରୁଣାଚଳ ପ୍ରଦେଶର ଏକ ନଦୀ
উদাহরণ :
ଲୋହିତ ନଦୀ ଲୋହିତ ଜିଲ୍ଲାଦେଇ ପ୍ରବାହିତ ହେଉଛି
সমার্থক : ଲୋହିତ ନଦୀ
অন্যান্য ভাষায় অনুবাদ :
অর্থ : ଯାହା ରକ୍ତ ବର୍ଣ୍ଣର
উদাহরণ :
ରାମ ହାତରେ ନାଲି ରୁମାଲ ଥିଲା
সমার্থক : ଅରୁଣ, ଅରୁଣାଭ, ରକ୍ତବର୍ଣ୍ଣ, ରକ୍ତାଭ, ଲାଲ
অন্যান্য ভাষায় অনুবাদ :
অর্থ : ଲାଲ କରାଯାଇଥିବା
উদাহরণ :
ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
সমার্থক : ଅରୁଣିତ, ରକ୍ତାଭ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ
অন্যান্য ভাষায় অনুবাদ :
অর্থ : ଲହୁ ବା ରକ୍ତ ରଙ୍ଗର
উদাহরণ :
ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
সমার্থক : ରକ୍ତବର୍ଣ୍ଣ, ରକ୍ତାଭ, ରକ୍ତିମ
অন্যান্য ভাষায় অনুবাদ :