অর্থ : ଯାହାର ଲୋଭ ଅଛି ବା ଯେ ଲୋଭରେ ପୂର୍ଣ୍ଣ
উদাহরণ :
ସେ ଜଣେ ଲୋଭୀ ବ୍ୟକ୍ତି
সমার্থক : ଲାଳସୀ, ଲିପ୍ସୁ, ଲୋଲୁପୀ
অন্যান্য ভাষায় অনুবাদ :
Immoderately desirous of acquiring e.g. wealth.
They are avaricious and will do anything for money.অর্থ : ଯିଏ ବହୁତ କୃପଣ
উদাহরণ :
ସେଠ୍ ଧନୀରାମ ଭାରି କୃପଣ, ପଇସାଟିଏ ବି ଖର୍ଚ୍ଚ କରିବାକୁ ଚାହାନ୍ତିନାହିଁ
সমার্থক : କଞ୍ଜୁସ୍, କୃପଣ, ମକ୍ଷୀଚୋଷ୍
অন্যান্য ভাষায় অনুবাদ :
जो बहुत ही कंजूस हो।
सेठ धनीराम मक्खीचूस है, एक पैसा भी खर्च करना नहीं चाहता।