পৃষ্ঠার ঠিকানা কপি করুন টুইটারে শেয়ার করুন হোয়াটসঅ্যাপে শেয়ার করুন ফেসবুকে শেয়ার করুন
এটা গুগল প্লে তে পাবেন
ଓଡ଼ିଆ অভিধান থেকে ଲେଜର শব্দের অর্থ এবং উদাহরণ সমার্থক শব্দ এবং বিপরীতশব্দ সহ।

ଲେଜର   ବିଶେଷ୍ୟ

অর্থ : କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥରେ ଅନୁରକ୍ଷିତ ଉତ୍ତେଜିତ ଉତ୍ସର୍ଜନର ପରିଣାମସ୍ବରୂପ ଉତ୍ପନ୍ନ ଉଚ୍ଚତୀବ୍ରତାବିଶିଷ୍ଟ ପ୍ରକାଶଯୁକ୍ତ, ଅବରକ୍ତ ବା ପାରାବାଇଗଣୀ ବିକିରଣର ସ୍ରୋତ

উদাহরণ : ଅନେକ ଉପାୟରେ ଲେଜରର ବ୍ୟବହାର କରାଯାଏ

অর্থ : ଲେଜର ସାହାଯ୍ୟରେ କରାଯାଉଥିବା ଚିକିତ୍ସା

উদাহরণ : କେତେକ ରୋଗରେ ଲେଜର ଚିକିତ୍ସା ପ୍ରଭାବଶାଳୀ ପ୍ରମାଣିତ ହୋଇଛି

সমার্থক : ଲେଜର ଚିକିତ୍ସା, ଲେଜର ଟ୍ରିଟମେଣ୍ଟ


অন্যান্য ভাষায় অনুবাদ :

অর্থ : ଏକ ଉପକରଣ ଯାହା ଉତ୍ତେଜିତ ଉତ୍ସର୍ଜନ ପ୍ରକ୍ରିୟାଦ୍ବାରା ବିଶେଷଭାବେ ଉତ୍ପନ୍ନ ବିଦ୍ୟୁତଚୁମ୍ବକୀୟ ରଶ୍ମି ସୃଷ୍ଟିକରେ ଓ ପରିବର୍ତ୍ତନ କରେ

উদাহরণ : ଶଲ୍ୟଚିକିତ୍ସା, କଠିନ ତଥା ସୂକ୍ଷ୍ମ ବସ୍ତୁକୁ କାଟିବା‌ପାଇଁ ଲେଜର ରଶ୍ମିର ବ୍ୟବହାର ହୁଏ

সমার্থক : ଲେଜର ରଶ୍ମି


অন্যান্য ভাষায় অনুবাদ :

एक उपकरण जो उत्तेजित उत्सर्जन की प्रक्रिया द्वारा विशेष आवृत्ति वाले विद्युतचुम्बकीय प्रकाश को बनाता तथा परिवर्धित करता है।

लेज़र का उपयोग शल्यचिकित्सा, कड़ी तथा नाज़ुक चीजों को काटने आदि में होता है।
लाइट एम्प्लिपिकेशन बाइ स्टिम्युलेटिड इमिशन ऑफ रेडिएशन, लेजर, लेज़र, लेसर, लैजर, लैज़र

An acronym for light amplification by stimulated emission of radiation. An optical device that produces an intense monochromatic beam of coherent light.

laser, optical maser

অর্থ : ଅବରକ୍ତ ବା ସୂକ୍ଷ୍ମ ତରଙ୍ଗ ବିକିରଣ ହେଲାଭଳି କୌଣସି ପ୍ରକାରର ବିଦ୍ୟୁତ ଚୁମ୍ବକୀୟ ବିକିରଣର କିରଣପୁଞ୍ଜ ଉତ୍ପନ୍ନ କରୁଥିବା ସ୍ରୋତ

উদাহরণ : ସର୍ବପ୍ରଥମେ ଆଲବର୍ଟ ଆଇନଷ୍ଟାଇନ ଲେଜର ପ୍ରସ୍ତୁତ କରିଥିଲେ