অর্থ : ଲେଖାଇବା କାମ
উদাহরণ :
ଗୁରୁଜୀ ପିଲାଙ୍କୁ ବର୍ଣ୍ଣବୋଧ ଲେଖାଇବା ପରେ ବର୍ତ୍ତମାନ ପଣିକିଆ ଲେଖାଉଛନ୍ତି
অন্যান্য ভাষায় অনুবাদ :
অর্থ : ଅନ୍ୟ କାହାଦ୍ୱାରା ଲେଖିବାକାମ କରାଇବା
উদাহরণ :
ମାଆ ପିଲାଟିଦ୍ୱାରା ଚିଠି ଲେଖାଉଛନ୍ତି
সমার্থক : ଲିଖନ କରାଇବା, ଲିପିବଦ୍ଧ କରାଇବା
অন্যান্য ভাষায় অনুবাদ :