অর্থ : ଫେରିବାର ଅବସ୍ଥା ବା ଭାବ
উদাহরণ :
ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
সমার্থক : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟାଣ, ଲେଉଟାଣି
অর্থ : ଫେରାଇବା ବା ଫେରିବା, ଲେଉଟାଇବା ବା ଲେଉଟା ବା ବଦଳା ହୋଇଥିବା
উদাহরণ :
ତୁମେ ଲେଉଟା ବସ୍ତୁ ଗୁଡ଼ିକ ଘରେ ପହଞ୍ଚାଇ ଆସ
সমার্থক : ଅପବର୍ତ୍ତିତ
অন্যান্য ভাষায় অনুবাদ :