অর্থ : କାଗଜ ଉପରେ ଲେଖା ହୋଇଥିବା
উদাহরণ :
ସେ ବିଚାରପତିଙ୍କ ଆଗରେ କାଗଜ ଲିଖିତ ପ୍ରମାଣ ଦାଖଲ କଲେ
সমার্থক : କାଗଜ ଲିଖିତ
অন্যান্য ভাষায় অনুবাদ :
অর্থ : ଯାହା ଲେଖାରେ ଅଙ୍କିତ ହୋଇଛି ବା ଯାହାକୁ ଲେଖା ଯାଇଛି
উদাহরণ :
ସେ ଆୟ ବ୍ୟୟର ଲିଖିତ ହିସାବ ଦେଖୁଛି
অন্যান্য ভাষায় অনুবাদ :
অর্থ : ଲିପି ରୂପରେ ଅଣାହୋଇଥିବା ବା ଲେଖାହୋଇଥିବା
উদাহরণ :
ଏହି କଥାକୁ ସ୍ପଷ୍ଟ କରିବାପାଇଁ ମୋ ପାଖରେ ଲିଖିତ ପ୍ରମାଣ ଅଛି
সমার্থক : ଲିପିବଦ୍ଧ
অন্যান্য ভাষায় অনুবাদ :