অর্থ : ବେପାର, କାମଆଦିରେ ହେଉଥିବା ଲାଭ
উদাহরণ :
ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା ମିଛ କହି ମୋର କି ଲାଭ ହେବ
অন্যান্য ভাষায় অনুবাদ :
অর্থ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
উদাহরণ :
ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
সমার্থক : ଉଦ୍ଦେଶ୍ୟ, ଗରଜ, ସ୍ୱାର୍ଥ
অন্যান্য ভাষায় অনুবাদ :
Concern for your own interests and welfare.
egocentrism, egoism, self-centeredness, self-concern, self-interest