অর্থ : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
উদাহরণ :
ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍ ନୁହେଁ
সমার্থক : ଅଭିପ୍ରାୟ, ଆବଶ୍ୟକତା, ଉଦ୍ଦେଶ୍ୟ, ପ୍ରୟୋଜନ, ମତଲବ୍
অন্যান্য ভাষায় অনুবাদ :
वह विचार जिसे पूरा करने के लिए कोई काम किया जाए।
इस काम को करने के पीछे आपका क्या उद्देश्य है?অর্থ : ଯାହାକୁ ଧ୍ୟାନରେ ରଖି କେତେଥର ଆଘାତ କରାଯାଏ
উদাহরণ :
ଅର୍ଜୁନଙ୍କ ବାଣ ସବୁବେଳେ ଲକ୍ଷ୍ୟ ସ୍ଥାନରେ ପଡ଼େ
সমার্থক : ନିଷାଣ
অন্যান্য ভাষায় অনুবাদ :
অর্থ : ଅଙ୍କର ସ୍ଥାନକୁ ଗଣତିବେଳେ ଏକକ ସ୍ଥାନଆଡ଼ୁ ଗଣିଲାବେଳେ ଷଷ୍ଠ ସ୍ଥାନ ଯାହା ଏକ ଲକ୍ଷରେ ଗୁଣିହେବାଭଳି ଜଣାପଡ଼େ
উদাহরণ :
ଏକଲକ୍ଷଚାରିରେ ଲକ୍ଷ ସ୍ଥାନରେ ଏକ ଅଛି
অন্যান্য ভাষায় অনুবাদ :
अंकों के स्थानों की गिनती में इकाई की ओर से गिनने पर छठा स्थान जिसमें लाख गुणित का बोध होता है।
एक लाख चार में लाख के स्थान पर एक है।