অর্থ : ରାଗରେ ଘୋର ଶବ୍ଦ କରିବା
উদাহরণ :
ବାହାରେ ତ ପାଟି ବନ୍ଦ ରହୁଛି କିନ୍ତୁ ଘରେ ଏତେ ଗର୍ଜନ କରୁଛି
সমার্থক : ଗର୍ଜନକରିବା, ଚିଲ୍ଲେଇବା
অন্যান্য ভাষায় অনুবাদ :
অর্থ : ଯୋରରେ କହିବା
উদাহরণ :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
সমার্থক : ଗର୍ଜନ କରିବା, ଚିତ୍କାର କରିବା, ଚିଲ୍ଲାଇବା
অন্যান্য ভাষায় অনুবাদ :