অর্থ : ଲୋକ ବା ମାଲ ଆଦିକୁ ତାର ବା ଦଉଡ଼ିଦ୍ୱାରା ଗୋଟିଏ ଯାଗାରୁ ଅନ୍ୟ ଏକ ଯାଗାକୁ ନେବା ଏବଂ ଏହି ତାର ଦୁଇଟି ଊଚ୍ଚ ଖୁଣ୍ଟ ବା ମୀନାର ଆଦିର ମଝିରେ ବାନ୍ଧିରଖାଯାଇଥିବା ସବାରୀ ବା ଯାନ
উদাহরণ :
ଆମ୍ଭମାନେ ରଜ୍ଜୁମାର୍ଗରେ ପର୍ବତ ଉପରେ ତିଆରି ମନ୍ଦିରକୁ ଦେଖିବାକୁ ଗଲୁ
সমার্থক : ଉଡନ୍ତା ଝୁଲା, ରଜ୍ଜୁ ମାର୍ଗ, ରଜ୍ଜୁମାର୍ଗ
অন্যান্য ভাষায় অনুবাদ :
वह सवारी या वाहन जो लोगों या माल आदि को तारों या केबलों द्वारा एक जगह से दूसरी जगह ले जाता हैं और ये तार दो ऊँचे खंभों या मीनारों आदि के बीच बँधे होते हैं।
हमलोग रज्जुमार्ग से पर्वत पर बने मंदिर को देखने गए।A conveyance that transports passengers or freight in carriers suspended from cables and supported by a series of towers.
aerial tramway, cable tramway, ropeway, tram, tramway