অর্থ : କୌଣସି ନାଟକ, ଏକାଂକିକା, ନୃତ୍ୟଆଦି ଅଭିନୀତ ହେବାପୂର୍ବରୁ କରାଯାଉଥିବା ଅଭ୍ୟାସ
উদাহরণ :
ରିହର୍ସଲ ପରେ ଅଭିନୟ କରିବା ସହଜ ହୋଇଥାଏ
সমার্থক : ପୂର୍ବଅଭ୍ୟାସ, ପୂର୍ବାଭିନୟ, ପୂର୍ବାଭ୍ୟାସ
অন্যান্য ভাষায় অনুবাদ :
कोई नाटक,एकांकी,नृत्य आदि अभिनीत करने के पहले किया जानेवाला अभ्यास।
रिहर्सल के बाद अभिनय करना आसान होता है।