অর্থ : ଯେଉଁ ବ୍ୟକ୍ତି କୌଣସି ସ୍ଥାନରୁ ଖବର ଲେଖି ଖବରକାଗଜ, ପତ୍ରିକାଆଦିରେ ଛାପିବାପାଇଁ ପଠାନ୍ତି ବା ଦୂରଦର୍ଶନକୁ ସିଧା ଖବର ପ୍ରେରଣ କରନ୍ତି
উদাহরণ :
ଆମ ସମ୍ବାଦଦାତା ବର୍ତ୍ତମାନ କୁଖ୍ୟାତ ତସ୍କର ବିରାପ୍ପାନର ମୃତ୍ୟୁ ଖବର ପଠାଇଛନ୍ତି
সমার্থক : ପତ୍ରକାର, ସମ୍ବାଦଦାତା
অন্যান্য ভাষায় অনুবাদ :
वह जो किसी विशेष स्थान का समाचार लिखकर समाचारपत्र, पत्रिका आदि में छपने के लिए भेजता हो या जो सीधे दूरदर्शन पर समाचार देता हो या भेजता हो।
हमारे संवाददाता ने अभी-अभी संदेश भेजा है कि कुख्यात तस्कर वीरप्पन मारा गया।