অর্থ : ଯେଉଁ ସରକାରୀ କର୍ମଚାରୀ ଗାଁର ଜମି, ଅମଳ ଓ ଖଜଣାଆଦିର ହିସାବପତ୍ର ରଖନ୍ତି
উদাহরণ :
ଖଜଣା ଆଦାୟପାଇଁ ଆଜି ରାଜସ୍ୱ ନିରୀକ୍ଷକ ଆମ ଗାଁକୁ ଆସିବାର ଅଛି
অন্যান্য ভাষায় অনুবাদ :
অর্থ : କର ଆଦାୟକରି ଖଜଣାଖାନାରେ ଜମା କରୁଥିବା କର୍ମଚାରୀ
উদাহরণ :
ଏହି ରାଜସ୍ୱନିରୀକ୍ଷକଙ୍କୁ ଅର୍ଥ ହେରେଫେରେ ଅଭିଯୋଗରେ ଗିରଫ କରାଯାଇଥିଲା
সমার্থক : ରାଜସ୍ୱନିରୀକ୍ଷକ
অন্যান্য ভাষায় অনুবাদ :