অর্থ : ଭଣ୍ଡାରରେ ରଖିବା
উদাহরণ :
ସେ ଧାନକୁ କୋଠିରେ ଭରିଲେ
সমার্থক : ଗଚ୍ଛିତ କରିବା, ଭରିବା
অন্যান্য ভাষায় অনুবাদ :
Keep or lay aside for future use.
Store grain for the winter.অর্থ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
উদাহরণ :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
সমার্থক : ଢାଳିବା, ଭର୍ତ୍ତି କରିବା
অন্যান্য ভাষায় অনুবাদ :
অর্থ : କାହାର ହାତରେ ଦେବା ବା ରଖିବା
উদাহরণ :
ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
সমার্থক : ଧରାଇବା
অন্যান্য ভাষায় অনুবাদ :
অর্থ : ସ୍ଥିତ କରିବା
উদাহরণ :
ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
অন্যান্য ভাষায় অনুবাদ :
অর্থ : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
উদাহরণ :
ମନରେ ଆଦୌ ରାଗ ରଖ ନାହିଁ
অন্যান্য ভাষায় অনুবাদ :
অর্থ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
উদাহরণ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
সমার্থক : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
অন্যান্য ভাষায় অনুবাদ :
किसी निश्चित या विशेष स्थिति आदि में रखना।
कमरे को साफ रखो।অর্থ : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
উদাহরণ :
ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି ସେ ଗୋଟେ ଗାଈ ରଖିଛି
অন্যান্য ভাষায় অনুবাদ :
অর্থ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
উদাহরণ :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
সমার্থক : ପାଇବା, ପ୍ରାପ୍ତହେବା, ମିଳିବା
অন্যান্য ভাষায় অনুবাদ :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.অর্থ : କାମରେ ଲଗେଇବା
উদাহরণ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
সমার্থক : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
অন্যান্য ভাষায় অনুবাদ :
काम पर लगाना।
इस काम के लिए उसने सात आदमियों को नियुक्त किया।অর্থ : କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା
উদাহরণ :
ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
উদাহরণ :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
অন্যান্য ভাষায় অনুবাদ :
অর্থ : ରହିବାକୁ ସ୍ଥାନ ଦେବା
উদাহরণ :
ଅତିଥିମାନଙ୍କୁ ଘରେ ରଖାଯାଏ
সমার্থক : ଆଶ୍ରୟ ଦେବା
অন্যান্য ভাষায় অনুবাদ :
অর্থ : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
উদাহরণ :
ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
অন্যান্য ভাষায় অনুবাদ :