অর্থ : ନିକ୍ଷେପ କରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ନିଷ୍ପଳ କରିପାରୁଥିବା ଅସ୍ତ୍ର
উদাহরণ :
ବିଶ୍ବର ପ୍ରତ୍ୟେକ ଦେଶ ନିକଟରେ ଆଗ୍ନେୟାସ୍ତ୍ରର ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ
সমার্থক : ସଂରକ୍ଷଣ, ସୁରକ୍ଷା ବ୍ୟବସ୍ଥା
অন্যান্য ভাষায় অনুবাদ :
चलाए हुए अस्त्र-शस्त्र को निष्फल करने वाला अस्त्र।
विश्व के हर देश के पास आग्नेयास्त्रों का आवरण होना आवश्यक है।অর্থ : ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
উদাহরণ :
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
সমার্থক : ପ୍ରତିରକ୍ଷା, ସୁରକ୍ଷା
অন্যান্য ভাষায় অনুবাদ :
অর্থ : ସୁରକ୍ଷିତ ହେବା ବା ରହିବା ଅବସ୍ଥା
উদাহরণ :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
অন্যান্য ভাষায় অনুবাদ :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.অর্থ : କୌଣସି କାର୍ଯ୍ୟ ଆଦିରୁ ରକ୍ଷାପାଇବାର ପ୍ରକ୍ରିୟା
উদাহরণ :
ସେ ମୋତେ କରରୁ ରକ୍ଷା ପାଇବାର କେତେକ ଉପାୟ ବତାଇଲେ
অন্যান্য ভাষায় অনুবাদ :
Deliberately avoiding. Keeping away from or preventing from happening.
avoidance, dodging, shunning, turning awayঅর্থ : ଭଲଭାବରେ କରାଯାଉଥିବା ରକ୍ଷା
উদাহরণ :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
সমার্থক : ନିରାପତ୍ତା, ସଂରକ୍ଷଣ, ସୁରକ୍ଷା
অন্যান্য ভাষায় অনুবাদ :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.অর্থ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
উদাহরণ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
সমার্থক : ଉଦ୍ଧାର, ତାରଣ, ନିସ୍ତାର, ମୁକ୍ତି
অন্যান্য ভাষায় অনুবাদ :
Recovery or preservation from loss or danger.
Work is the deliverance of mankind.