অর্থ : ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି
উদাহরণ :
ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
সমার্থক : ବାରବୁଲା
অন্যান্য ভাষায় অনুবাদ :
A member of a people who have no permanent home but move about according to the seasons.
nomadঅর্থ : ଯେ ବହୁତ ବୁଲେ
উদাহরণ :
ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
সমার্থক : ବାରବୁଲା
অন্যান্য ভাষায় অনুবাদ :
অর্থ : ଯେ ବହୁତ ବୁଲାବୁଲି କରେ
উদাহরণ :
ଯୋଗିରାଜ ହରିହର ସ୍ୱାମୀ ଜଣେ ବୁଲା ସଂଥ
সমার্থক : ପର୍ଯ୍ୟଟନପ୍ରିୟ, ବୁଲା, ବୁଲାପ୍ରିୟ, ଭ୍ରମଣପ୍ରିୟ
অন্যান্য ভাষায় অনুবাদ :
जो बहुत घूमता हो।
योगिराज हरिहरनजी एक घुमक्कड़ संत हैं।অর্থ : ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା
উদাহরণ :
ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
সমার্থক : ଅସ୍ଥାୟୀ
অন্যান্য ভাষায় অনুবাদ :