অর্থ : କିଛି ବିଶିଷ୍ଟ ଦିନରେ ବିଶିଷ୍ଟ ଦିଗରେ କାଳର ବାସ, ଯାହା ଯାତ୍ରା ନିମନ୍ତେ ଅଶୁଭ ବିଚାର କରାଯାଏ
উদাহরণ :
ଶୁକ୍ର ଓ ରବିବାରକୁ ପଶ୍ଚିମ, ମଙ୍ଗଳ ଓ ବୁଧକୁ ଉତ୍ତର, ସୋମ ଓ ଶନିକୁ ପୂର୍ବ, ଏବଂ ଗୁରୁବାରକୁ ଦକ୍ଷିଣ ଦିଗରେ ଦିକ୍ଶୂଳ ବିଚାର କରାଯାଏ
সমার্থক : ଦିକ୍ଶୂଳ
অন্যান্য ভাষায় অনুবাদ :