অর্থ : କୌଣସି କାର୍ଯ୍ୟ ଠିକ୍ରେ ଚାଲୁଛି ନା ନାହିଁ ଦେଖିବା
উদাহরণ :
ଆମର କାମକୁ ଜଣେ ଭାଷାବିଜ୍ଞାନୀ ଯାଞ୍ଚ କରିବେ
সমার্থক : ତଦାରଖ କରିବା, ପରଖିବା
অন্যান্য ভাষায় অনুবাদ :
Examine carefully for accuracy with the intent of verification.
Audit accounts and tax returns.অর্থ : କୌଣସି ବିଷୟର ଠିକ୍ ଭୁଲ୍ ନିର୍ଣ୍ଣୟ କରିବା
উদাহরণ :
ବୈଜ୍ଞାନିକମାନେ ବ୍ଲାକ୍ ହୋଲର ସତ୍ୟତା ଉପରେ ଯାଞ୍ଚ କରୁଛନ୍ତି
সমার্থক : ପରୀକ୍ଷାନିରୀକ୍ଷା କରିବା
অন্যান্য ভাষায় অনুবাদ :
অর্থ : ଚିକିତ୍ସକଙ୍କର ଜଣେ ବ୍ୟକ୍ତିର ରୋଗ ବା ତାର କାରଣ ନିର୍ଣ୍ଣୟ କରିବା
উদাহরণ :
ଚିକିତ୍ସକ ଶୋଇଥିବା ରୋଗୀକୁ ପରୀକ୍ଷା କରୁଛନ୍ତି
সমার্থক : ପରୀକ୍ଷା କରିବା
অন্যান্য ভাষায় অনুবাদ :
অর্থ : କୌଣସି ଘଟଣା ବା ବିଷୟର ମୂଳ କାରଣ ବା ରହସ୍ୟର ପତ୍ତା ଲଗାଇବା
উদাহরণ :
ପୁଲିସ୍ ତଥ୍ୟର ଅନୁସାନ୍ଧନ କରୁଛି
সমার্থক : ଅନୁସାନ୍ଧନ କରିବା, ଅନ୍ବେଷଣ କରିବା
অন্যান্য ভাষায় অনুবাদ :
किसी घटना या विषय के मूल कारणों या रहस्यों का पता लगाना।
पुलिस तथ्यों की छानबीन कर रही है।Conduct an inquiry or investigation of.
The district attorney's office investigated reports of possible irregularities.অর্থ : କୌଣସି ରୋଗର କାରଣ ଜାଣିବା ପାଇଁ କୌଣସି ଶାରିରୀକ ଦ୍ରବ୍ୟକୁ କୌଣସି ଯନ୍ତ୍ର ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଅବଲୋକନ କରିବା
উদাহরণ :
ଚିକିତ୍ସକ ପ୍ରୟୋଗଶାଳାରେ ରକ୍ତ ପରୀକ୍ଷା କରୁଛନ୍ତି
সমার্থক : ପରୀକ୍ଷା କରିବା
অন্যান্য ভাষায় অনুবাদ :