অর্থ : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ
উদাহরণ :
ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି
অন্যান্য ভাষায় অনুবাদ :
অর্থ : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
উদাহরণ :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
সমার্থক : ଆଧାର, ଆଲମ୍ବନ, ନିଅଁ, ମୂଳଦୁଆ
অন্যান্য ভাষায় অনুবাদ :
Lowest support of a structure.
It was built on a base of solid rock.অর্থ : ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ
উদাহরণ :
ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା
অন্যান্য ভাষায় অনুবাদ :
অর্থ : କୌଣସି କାର୍ଯ୍ୟର ପ୍ରାରମ୍ଭିକ ଭାଗ
উদাহরণ :
ଆମକୁ ଏହି ଘଟଣାର ମୂଳକୁ ଖୋଜି ବାହାର କରିବାକୁ ପଡ଼ିବ
অন্যান্য ভাষায় অনুবাদ :
The fundamental assumptions from which something is begun or developed or calculated or explained.
The whole argument rested on a basis of conjecture.অর্থ : ଯାହା ଆବଶ୍ୟକ ହୁଏ
উদাহরণ :
ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
সমার্থক : ପ୍ରଧାନ, ପ୍ରମୁଖ, ମୁଖ୍ୟ
অন্যান্য ভাষায় অনুবাদ :
Serving as an essential component.
A cardinal rule.অর্থ : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
উদাহরণ :
ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
সমার্থক : ଆଧାରଭୂତ, ମୂଳ ଆଧାର, ମୌଳିକ
অন্যান্য ভাষায় অনুবাদ :
Being or involving basic facts or principles.
The fundamental laws of the universe.অর্থ : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
উদাহরণ :
ଏହା ମୋର ମୌଳିକ ରଚନା
সমার্থক : ନିଜସ୍ୱ, ମୌଳିକ, ସ୍ୱକୃତ, ସ୍ୱରଚିତ
অন্যান্য ভাষায় অনুবাদ :
Not derived or copied or translated from something else.
The play is original; not an adaptation.