অর্থ : କାହାରିକୁ ମୁତିବାପାଇଁ ପ୍ରବୃତ୍ତ କରିବା
উদাহরণ :
ମାଆ ସୁ ସୁ କହି ଶିଶୁକୁ ମୁତାଉଛନ୍ତି
সমার্থক : ପରିସ୍ରା କରାଇବା, ପ୍ରସ୍ରାବ କରାଇବା
অন্যান্য ভাষায় অনুবাদ :
অর্থ : କାହାରିକୁ ପରିସ୍ରା କରିବା ନିମନ୍ତେ ପ୍ରବୃତ୍ତ କରାଇବା
উদাহরণ :
ମାଆ ଛୋଟ ପିଲାକୁ ମୁତାଉଛନ୍ତି
সমার্থক : ପରିସ୍ରା କରାଇବା
অন্যান্য ভাষায় অনুবাদ :